Public App Logo
Jansamasya
National
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation

ସୋନପୁର: ମା ସୁରେଶ୍ଵରୀ ଙ୍କ ବେଶ ଦର୍ଶନ ଓ ଚଣ୍ଡୀ ଯଜ୍ଞ ରେ ଅଗଣିତ ଭକ୍ତ ଙ୍କ ସମାଗମ ଆଜି କୁମାରୀ ପୂଜା ସନ୍ଧ୍ୟାରେ ସନ୍ଧି ପୂଜା

*ମା ସୁରେଶ୍ଵରୀ ଙ୍କ ବେଶ ଦର୍ଶନ ଓ ଚଣ୍ଡୀ ଯଜ୍ଞ ରେ ଅଗଣିତ ଭକ୍ତ ଙ୍କ ସମାଗମ*- *ଆଜି କୁମାରୀ ପୂଜା ସନ୍ଧ୍ୟାରେ ସନ୍ଧି ପୂଜା ଗୁରୁବାର ହେବ ଅପରାଜିତା ପୂଜା ଜଗତ କଲ୍ୟାଣ ଓ ଜିଲ୍ଲା ର ବିକାସ ପାଇଁ ଗତ ୨୨ ତାରିଖ ରୁ ଆରମ୍ଭ ହୋଇଥିବା ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ପାଇଁ ମା ଙ୍କ ପୀଠ ତଥା ସହର ଚଳ ଚଞ୍ଚଳ ହୋଇ ଉଠିଛି l ଆଜି ମଙ୍ଗଳବାର ଅଷ୍ଟମୀ ତିଥି ରେ ମା ଙ୍କ ଯଜ୍ଞ ମଣ୍ଡପ ରେ ହେଉଛି କୁମାରୀ ପୂଜା ଓ ସନ୍ଧି ପୂଜା l ଏବଂ ଗୁରୁବାର ଦଶମୀ ତିଥି ରେ ଅନୁଷ୍ଠିତ ହେବ ଅପରାଜିତ ପୂଜା l

MORE NEWS