ଖଲ୍ଲିକୋଟ୍: ରାକ୍ଷୀ ପୂର୍ଣ୍ଣମୀ ରେ ଅଘଟଣ; ଭରସା ବଧି ବନ୍ଧରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ, ଗ୍ରାମରେ ଶୋକାକୁଳ ପରିବେଶ
Khalikote, Ganjam | Aug 9, 2025
ଆଜି ରାକ୍ଷୀ ପୂର୍ଣ୍ଣମୀ ରେ ଭରସା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭରସା ବଧି ବନ୍ଧରେ ବୁଡ଼ି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି ।...