ଉମରକୋଟ: ଆଇସିଡିଏସ୍ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ମଙ୍ଗଳବାର ଦିବା 11 ଘଟିକା ସମୟରେ ଉମରକୋଟ ICDSରେ ଅଗ୍ନି ସମ ବିଭାଗ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଛି। ଅଗ୍ନିଶମ ବିଭାଗ ର ୪ ଜଣ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ପ୍ରଶିକ୍ଷଣ ଦେଇଥିଲେ । ଗ୍ୟାସ ଲିକ ହେଉଥିଲେ କିମ୍ବା ଫାଟିଗଲେ କିଭଳି ସେଥିରୁ ରକ୍ଷା ପାଇହେବ , ପାଣି ରେ ବୁଡିଯାଉଥିଲେ କଣ କରି ନିଜକୁ ବଂଚେଇହେବ , କିଭଳି ମେଡିକାଲ ଓ ପୋଲିସ ର ସହାୟତା ନେଇହେବ ଓ ନିଜ ସହିତ ନିଜ ପରିବାର ଓ ଆତ୍ମୀୟ ସ୍ୱଜନ ଙ୍କର ର ଜୀବନ ସୁରକ୍ଷା କରି ହେବ ସେ ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ। ଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ICDS ର /ସମସ୍ତ supevisor /ଅଙ୍ଗନବାଡି ୱାର୍କର /