ପଟ୍ଟାଙ୍ଗୀ: ବିଜେପି ଜିଲ୍ଲା ସଭାପତି ନନ୍ଦପୁର ବ୍ଲକ ପରିଦର୍ଶନ,ସୀମାନ୍ତ ଚାଟୁଆ ଗ୍ରାମରେ ଲଗାଇଲେ ବୃକ୍ଷ, ଦଳୀୟ ସଂଗଠନ ଉପରେ କର୍ମକର୍ତ୍ତାଙ୍କ କଲେ ଆଲୋଚନା
Pottangi, Koraput | Aug 18, 2025
କୋରାପୁଟ ବିଜେପି ଜିଲ୍ଲା ସଭାପତି ଶିବ ମୁଦୁଲି, ଆଇନ ଜୀବି ନରସିଂହ ପାତ୍ର, ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥି ଚୈତନ୍ୟ ନନ୍ଧିବାଳି...