ନୟାଗଡ ସଦର: ଧବଳେଇ ଗାଁ ରେ ଗ୍ୟାସ ଟାଙ୍କିଫାଟି ବିସ୍ପୋରଣ, ଜଣେ ଗୁରୁତ୍ୱର, ନବlଳିକାଆହତ, ଦୁଇ ଜଣ କଟକ ସ୍ଥାନାନ୍ତର
Nayagarh Sadar, Nayagarh | Aug 17, 2025
ଆଜି ସନ୍ଧ୍ୟା 7ଘଟିକା ସମୟ ରେ ଧବଳେଇ ଗାଁ ରେ ଗ୍ୟାସ ଟାଙ୍କି ବିସ୍ପୋରଣ, ଜଣେ ଗୁରୁତ୍ୱର, ଆଉ ଜଣେ ନାବାଳିକା ଆହତ, କଟକ ସ୍ଥାନାନ୍ତର, ସୂଚନା...