ପୁରୀ ମ୍ୟୁନିସିପାଲଟି: ପୁରୀ ମେଡିକାଲ ରେ ରକ୍ତପରୀକ୍ଷା କରିବାକୁ ଦୀର୍ଘ ସମୟ ଧରି ଲାଇନରେ ଠିଆ ହେଉଛନ୍ତି, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ l
Puri M, Puri | Aug 24, 2025
ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏହି ମେଡିକାଲ କୁ କେବଳ ପୁରୀ ବାସି ନୁହନ୍ତି...