କଟକ ପୌରାଞ୍ଚଳ: ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକର ମୁସଲିମ ସାମ୍ପ୍ରଦାୟ ପକ୍ଷରୁ ବକ୍ସିବଜାର ସମେତ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା
Cuttack M Corp PS, Cuttack | Sep 5, 2025
ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଶୁକ୍ରବାର ଦିନ ୧ ଟାରେ କଟକର ମୁସଲିମ ସାମ୍ପ୍ରଦାୟ ଭାଇ ଭଉଣୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।...