ଖଲ୍ଲିକୋଟ୍: ଖଲ୍ଲିକୋଟ ବ୍ଲକର ୫ ଟି ପଞ୍ଚାୟତରେ ନୂତନ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ
Khalikote, Ganjam | Aug 8, 2025
ଖଲ୍ଲିକୋଟ ବ୍ଲକ ର ୫ ଟି ପଞ୍ଚାୟତରେ ଆଜି ଦିନ ୧୨ ଟା ସମୟରେ ନୂତନ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି...