ଗତ କାଲି ବ୍ରହ୍ମପୁର ମୁନ ହସ୍ପିଟାଲ ଠାରେ ମୃତ୍ୟୁ ବରଣ କରିଥିବା ପାତ୍ରପୁର ବ୍ଳକ ଅନ୍ତର୍ଗତ ତୁମ୍ବା ପଞ୍ଚାୟତ ସୁନ୍ଦୁରା ବାଡି ଗାଁ ର ସ୍ବର୍ଗତ ବିଜୟ ପ୍ରଧାନଙ୍କ ପରିବାର ନିକଟରେ ପହଞ୍ଚିଲେ ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରାୟ ।ସୋମବାର ଅପରାହ୍ନରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ସାଂସଦ ପ୍ରତିନିଧି।