ଛେଣ୍ଡିପଦା: ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା କୁଇଜ୍ ପ୍ରତିଯୋଗିତା ଉଦଯାପିତ
ଛେଣ୍ଡିପଦା ଉଚ୍ଚ ବଦ୍ୟାଳୟ ଠାରେ ଚାଲିଥିବା କୁଇଜ୍ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ସଦସ୍ୟ ଯୋଶବନ୍ତ ପ୍ରସାଦ ବେହେରା ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଦୁଇ ଦିନ ଧରି ସ୍କୁଲରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ କୁଇଜ ପ୍ରତିଯୋଗିତା ଚାଲିଥିଲା । ଏହି ଅବସରରେ ସ୍କୁଲ ର ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ ସାମିଲ ହୋଇଥିଲେ।