ବାରିପଦା ମ୍ୟୁନିସିପାଲଟି: ଏକ ଗୋଧିକୁ ମାରି ତା ମାଂସକୁ ରାନ୍ଧି ଖାଇବାର ଭିଡିଓ ୟୁଟ୍ୟୁବରେ ଆପଲୋଡ଼ ପରେ ଅସନବଣି ଗାଁର ୟୁଟ୍ୟୁବରକୁ ବାନ୍ଧିଲା ବନବିଭାଗ
Baripada M, Mayurbhanj | Aug 19, 2025
ଏକ ବଣୁଆ ଗୋଧିକୁ ମାରି ତା ମାଂସକୁ ରାନ୍ଧି ଖାଇବାର ଭିଡିଓ ୟୁଟ୍ୟୁବରେ ଛାଡିବା ଘଟଣା,ୟୁଟ୍ୟୁବରକୁ ଗିରଫ କଲା ବନବିଭାଗ, ଗିରଫ ୟୁଟ୍ୟୁବର ଜଣକ...