ଟିଟିଲାଗଡ: ତୁଷୁରା ଜଳଯୋଗାଣ ବିଭାଗ ଜେଇ ଦୁର୍ବ୍ୟବହାର କୁ ନେଇ ସବୁମହଳରେ ନିନ୍ଦା,ତୁଷୁରା ରେ ପ୍ରତିକ୍ରିୟା ଦେଲେ ପଶ୍ଚିମ ଓଡ଼ିଶା ସେବା ସଂଘ ସଭାପତି
ତୁଷୁରା ଜଳଯୋଗାଣ ବିଭାଗ ଜେଇ ଅଜୟ ବେହେରା ଙ୍କ ଦାଦାଗିରି ସହିତ ଜନ ସାଧାରଣଙ୍କୁ ଏବଂ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଭିଡିଓ ଭାଇରାଲ ହେବା ପରେ ସବୁ ମହଳରେ ଜେଇ ଙ୍କୁ ନିନ୍ଦା କରାଯାଉଥିବା ଦେଖିବାକୁ ମିଳିଛି। ସେହିପରି ଆଜି ରାତି ୯ ଟା ସମୟରେ ତୁଷୁରା ଠାରେ ପଶ୍ଚିମ ଓଡ଼ିଶା ସେବା ସଂଘ ସଭାପତି ରାଜେଶ ବଗର୍ତ୍ତି ଅସନ୍ତୋଷ ଜାହିର କରି ଦେଲେ ପ୍ରତିକ୍ରିୟା।