ସମ୍ବଲପୁର ଅଇଁଠାପାଲି ବସ ଷ୍ଟାଣ୍ଡ ରେ ମୋ ବସ ଚାଳକ ମାନେ କିଛି ସମୟ ପାଈଁ ଆନ୍ଦୋଳନ କରିଥିଲେ l ବସ ଷ୍ଟୋପେଜ କୁ ନେଇ ଏହି ଆନ୍ଦୋଳନ କରିଥିଲେ ମୋ ବସ କର୍ମଚାରୀ ମାନେ l ତେବେ ମୋ ବସ କତୃପକ୍ଷ ଚାଳକ ଓ ବସ ର ଅନ୍ୟ କର୍ମଚାରୀ ମାନଙ୍କ ସହ ଆଲୋଚନା ପରେ ଏହି ଆନ୍ଦୋଳନ ହଟିଥିଲା l ତେବେ ଆଗକୁ ଯଦି ଶୀଘ୍ର ବସ ମାନଙ୍କର ଷ୍ଟୋପେଜ ନଦିଆଯିବ ତାହେଲେ ପୁଣି ଆନ୍ଦୋଳନକୁ ଅଲ୍ହାଇବବେ ମୋ ବସ କର୍ମଚାରୀ