ଟିଟିଲାଗଡ: ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପ୍ରଥମେ ପଚରା ଉଚରା କରାଯାଉଥିବା ସମୟର ଭିଡିଓ
ବିଶ୍ଵ ହିନ୍ଦୁ ପରିଷଦର ଭୁବନେଶ୍ୱର ସତସଙ୍ଗ ପ୍ରମୁଖ ହର ପ୍ରସାଦ ମିଶ୍ର ଆଜି ଟିଟିଲାଗଡ଼ରେ ସାତ ଦିନିଆ ଆରଏସଏସର ପ୍ରାଥମିକ ବର୍ଗ ଚାଲିଛି। ଶ୍ରୀ ମିଶ୍ର ଗୋଟିଏ ସ୍ଥାନରେ ଛିଡ଼ା ହୋଇଥିବା ବେଳେ ସେ ଯାଉଥିଲା, ସନ୍ଦେହ ହେବାରୁ ସେହି ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ପଚରା ଉଚରା କରିବା ପରେ ଟିଟିଲାଗଡ଼ ଥାନାରେ ଜିମା ଦେଇଛନ୍ତି।