ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ଵର ସଦର ଥାନା ଅନ୍ତର୍ଗତ ବଇଁଞ୍ଜା ନିଶ୍ଚିନ୍ତା ଅଞ୍ଚଳରେ ଧର୍ମ ପରିବର୍ତ୍ତନ ନେଇ ଉତ୍ତେଜନା
ବଇଁଞ୍ଜା ନିଶ୍ଚିନ୍ତା ଅଞ୍ଚଳରେ ସ୍ୱାମୀ ସ୍ତ୍ରୀ ଜନୈକ ବ୍ୟକ୍ତି ଙ୍କ ଘରେ ଦେହ ଅସୁସ୍ଥ ଓ ପ୍ରାର୍ଥନା ନାମରେ ଧର୍ମ ପରିବର୍ତ୍ତନ କରୁଥିଲେ, ଧର୍ମ ପରିବର୍ତ୍ତନ କଲେ ବଡ ଲୋକ ହେବେ ବୋଲି ଉଭୟ ସ୍ୱାମୀ ସ୍ତ୍ରୀ ଦାବି ନେଇ ଅଭିଯୋଗ ହୋଇଛି, ଗ୍ରାମବାସୀ ଖବର ପାଇ ସ୍ୱାମୀ ସ୍ତ୍ରୀ ଧରି ଛେଚି ବା ସହିତ ପୋଲିସ ରେ ଜିମା ଦେଇଛନ୍ତି। ଶନିବାର ବିଳମ୍ବିତ ରାତିରେ ଗାଁରେ ଚାପା ଉତ୍ତେଜନା ସହିତ ଗ୍ରାମବାସୀ କାର୍ଯ୍ୟନୁଷ୍ଠାନ ଦାବିରେ ରାସ୍ତାରେ ବସିଥିଲେ, ରବିବାର ସକାଳ ୭ଘଟିକା ରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ।