ସୋନପୁର: ଉଲୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ
Sonapur, Subarnapur (Sonepur) | Aug 18, 2025
ଉଲୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଆଜି ଅପରାହ୍ନ 5ଟା ସମୟରେ ବ୍ଲକ ସ୍ପୋର୍ଟସ ଏସୋସିଏସନ୍ ପକ୍ଷରୁ 28 ତମ ଅଲ୍ ଓଡ଼ିଶା ଫୁଟବଲ...