ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୭ ପୋଲିସ S.I. ରାକେଶ କୁମାର ସ୍ୱାଇଁ ପେଟ୍ରୋଲିଙ୍ଗ କରୁଥିବା ବେଳେ ଟିକେଶ୍ୱର ମହାନନ୍ଦକୁ ଗିରାଫ କରିବା ସହ ଗଞ୍ଜେଇ ଜବତ କଲେ
ନଭେମ୍ବର ୨୫ ତାରିଖ ରାତି ୯ସମୟରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ସେକ୍ଟର ୭ ଥାନା S.I. ରାକେଶ କୁମାର ସ୍ୱାଇଁ ନିଜ ୟାଇଁ ସହ ପେଟ୍ରୋଲିଙ୍ଗ କରୁଥିବାବେଳେ ଏକ ଗୁପ୍ତ ସୂଚନାକୁ ଆଧାର କରି, ସେକ୍ଟର ୬ ନିକଟସ୍ଥ ଇସ୍ପାତ ଫୁଟବଲ ଷ୍ଟାଡିୟମ ନିକଟରେ ଅଭିଯୁକ୍ତ -୩୭ ବର୍ଷୀୟ ଟିକେଶ୍ୱର ମହନନ୍ଦ ବିନା ପ୍ରମାଣ ପତ୍ରରେ ୧ କେଜି ୬୫୦ଗ୍ରାମର ଗଂଜେଇ ଜବତ ସହ ଗିରଫ କରି, ସେକ୍ଟର ୭ ଥାନା କେସ ନମ୍ବର 218, dt 25/11/2025 U/s 20(bl(¡¡)B, NDPS Act-1985 ରେ ବୁକ କରି କୋର୍ଟ ଚାଲାଣ କରିଥିଲେ