ବଲାଙ୍ଗୀର ପୁଇନ୍ତଲା ଥାନା ଅଂଚଳରେ ମାରିଛନ୍ତି ଲୁଟେରା। ପୁଣି ଜଣଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ ଅଭିଯୋଗ । ବଲାଙ୍ଗୀର ନୁଆପାଲି ଗ୍ରାମର ବିବେକ ମାନହିରା ଏଭଳି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ ବିବେକ ମନହିରା ଗତ କାଲି ବଲାଙ୍ଗୀର ରୁ ନିଜ ଗାଁକୁ ଫେରୁଥିଲେ। ରାତି ଆଠ ଟା ସମୟରେ ବଲାଙ୍ଗୀର ଉପରଝର ରାସ୍ତା ରେ ଥିବା ବନ୍ ଦୁର୍ଗା ମନ୍ଦିର ନିକଟରେ ତାଙ୍କୁ ତିନି ଜଣ ମୁଖା ପିନ୍ଧିଥିବା ଯୁବକ ଅଟକାଇ ଥିଲେ। ଏବଂ ସେ କିଛି ବୁଝିବା ଆଗରୁ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ସେମାନେ ତାଙ୍କ ବାଇକ ମୋବାଇଲ ଓ ଟଙ୍କା ଲୁଟ କରି ଫେରାର ମାରିଥିଲେ ବୋଲି ସେ ଥାନାରେ ଆଜି ଅପରାହ୍ନ 1ଟା ସମୟରେ