ଧର୍ମଗଡ: କାଉଡୋଲା ବସଷ୍ଟାଣ୍ଡ ନିକଟରେଯାତ୍ରୀବାହୀ ବସ ଇଞ୍ଜିନ ରୁ ବାହାରିଲା ଧୁଆଁ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।
Dharamgarh, Kalahandi | Sep 4, 2025
ଜୟପୁର ରୁ ଅନୁଗୁଲ ଯାଉଥିବା ଓଡିଶା ରାଜ୍ୟ ପରିବହନ ର ଓଡ଼ି ୧୯ କେ ୯୨୦୨ ନମ୍ବର ବିଶିଷ୍ଟ ଯାତ୍ରୀବାହୀ ବସ ଗୁରୁବାର ଅପରାହ୍ନ ୩ ଟା ରେ କାଉଡୋଲା...