ଜଗତସିଂହପୁର: ଘରୋଇ ଆମ୍ବୁଲାନ୍ସରେ ଅକ୍ସୀଜେନ ଅଭାବରୁ ମହିଳାଙ୍କ ମୃତ୍ୟୁକୁ ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କଲେ ମହିଳାଙ୍କ ସ୍ୱାମୀ
Jagatsinghapur, Jagatsinghpur | Sep 2, 2025
ଘରୋଇ ଆମ୍ବୁଲାନ୍ସରେ ଅକ୍ସୀଜେନ ଅଭାବ ଓ ମହିଳାଙ୍କ ମୃତ୍ୟୁ ଘଟଣାରେ ଜଗତସିଂହପୁର ଥାନାରେ ଅଭିଯୋଗ କଲେ ମହିଳାଙ୍କ ସ୍ୱାମୀ । ଆଜି ଦିନ ୪ ଟା...