ବଲାଙ୍ଗୀର: ରଘୁମଣି ପାଲି ଗ୍ରାମରେ ସ୍ବାମୀ ସ୍ତ୍ରୀଙ୍କ ବିବାଦକୁ କେନ୍ଦ୍ର କରି ଶଶୁରଙ୍କ ଆକ୍ରମଣରେ ଜ୍ୱାଇଁ ଗୁରୁତର ମେଡ଼ିକାଲ୍ ରେ ଭର୍ତ୍ତି
Balangir, Balangir | Aug 24, 2025
ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ାରେ ଶଶୁର ଆକ୍ରମଣରେ ଜ୍ୱାଇଁ ଗୁରୁତର ବଲାଙ୍ଗୀର ସାଦର ଥାନା ଅନ୍ତର୍ଗତ ଶିବତଲା ରଘୁ ମଣି ପାଲି ଗ୍ରାମରେ ପରିବାରିକ...