ଖଲ୍ଲିକୋଟ୍: ପର୍ଯ୍ୟଟକଙ୍କ ସୁବିଧା ପାଇଁ ମା' ତାରାତାରିଣୀଙ୍କ ପୀଠରେ ହେବ ତିନି ମହଲା ବିଶିଷ୍ଟ ଧର୍ମଶାଳା, ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ
Khalikote, Ganjam | Aug 21, 2025
ଗଞ୍ଜାମ ଜିଲାପାଳ ଭି କିର୍ତ୍ତିଭାସନ ଆଜି ଅପରାହ୍ନ ସାଢ଼େ ୩ ଟା ସମୟରେ ଗଞ୍ଜାମ ଜିଲ୍ଲା ଅଧିଷ୍ଠାତ୍ରୀ ଦେୀବୀ ମା’ ତାରାତାରିଣୀଙ୍କ ପୀଠକୁ ଆସି...