Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ଗୋବିନ୍ଦପୁର: ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟଳୟରେ ଚାଲିଥିବା ସୂର୍ଯ୍ୟ ଘର ପ୍ରଶିକ୍ଷଣ ଶିବିର ଉଦଯାପିତ

Govindpur, Sambalpur | Sep 29, 2025
ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଚାଲିଥିବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ପ୍ରଶିକ୍ଷଣ ସୋମବାର ଶିବିର ଉଦଯାପିତ ହୋଇଯାଇଛି। ଗତ ୯ ଦିନ ଧରି ଚାଲିଥିବା ଏହି ଶିବିର ରେ ୩୦ ଜଣ ଯୁବକ ଯୁବତୀ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ରେ ହିତାଧିକାରୀ ଙ୍କୁ ମିଳୁଥିବା ସୋଲାର ସିଷ୍ଟମ, ସବସିଡି ଓ ଅନ୍ୟାନ୍ୟ ସୁବିଧା ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବ୍ଲକ ସରପଞ୍ଚ ସଙ୍ଘ ସଭାପତି ତଥା ଗୋବିନ୍ଦପୁର ସରପଞ୍ଚ ବିମଲ୍ ଲାକ୍ରା ଯୋଗ ଦେଇ ଉପସ୍ଥିତ ଯୁବକ ଯୁବତୀ ଙ୍କୁ ଉଦବୋଧନ ଦେଇଥିଲେ।

MORE NEWS