ଆଠମଲ୍ଲିକ: ମନ୍ଦିର ରୁ ତାଲା ଭାଙ୍ଗି ଚୋରି ଅଭିଯୋଗ
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁର ଗଡ଼ ଥାନା କୁରୁମ ଟାପ ଗ୍ରାମ ଶିବ ମନ୍ଦିର ରୁ ତାଲା ଭାଙ୍ଗି
ରୁ ତାଲା ଭାଙ୍ଗି ଚୋରି ହୋଇଯାଇଥିବା ମନ୍ଦିର ର ପୂଜକ ଗାୟl ଚାନ୍ଦ ମହାପାତ୍ର ଠାକୁର ଗଡ଼ ଥାନା ରେ ମଙ୍ଗଳବାର ଦିନ ଅଭିଯୋଗ କରିଛନ୍ତି l ତାଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ନମ୍ବର 266/25 ରେ ଏକ ମାମଲା ରୁଜୁ କରିଛି l ପୋଲିସ କହିଛି ଜେ ମନ୍ଦିର ବନ୍ଦ କରି ପୂଜକ ଘର କୁ ଯାଇଥିବା ବେଳେ କେତେକ ଦୁର୍ବୁତ୍ତ ତାଲା ଭାଙ୍ଗି ମନ୍ଦିର ର ହୁଣ୍ଡୀ ଶହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି l ମନ୍ଦିର ସକାଳେ ଖୋଲିବା ପରେ ମନ୍ଦିର ରୁ ଚୋରି ହୋଇଥିବା