ଆଠମଲ୍ଲିକ: ବିଦ୍ୟାଳୟ ରୁ ନାଗ ସାପ ଉଦ୍ଧାର. ଅଳ୍ପକେ ବର୍ତ୍ତିଲେ ଛାତ୍ରୀ ଛାତ୍ର
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଗୁଣ୍ଡୁରୀ ମୁଣ୍ଡା
ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ସୋମବାର ଦିନ ପୂର୍ବାହ୍ନ 11 ଟା ରେ ବିଦ୍ୟାଳୟ ର ଶ୍ରେଣୀ ଗୃହ ଭିତରୁ ଏକ ନାଗ ସାପ ଉଦ୍ଧାର କରା ଯାଇଛି l ବିଦ୍ୟାଳୟ ଖୋଲିବା ପୂର୍ବରୁ ଏକ ନାଗ ସାପ ଆସି ବିଦ୍ୟାଳୟ ଭିତରେ ଏକ ସ୍ଥାନ ରେ ଲୁଚି ରହିଥିଲା l ଛାତ୍ରୀ ଛାତ୍ର ମାନେ ବିଦ୍ୟାଳୟ ରେ ପାଠ ପଢୁଥିବା ବେଳେ ଜଣେ ଛାତ୍ର ଉକ୍ତ ନାଗ ସାପ କୁ ଦେଖି ଥିଲେ l ପରେ ସାପ ଦେଖି ବିଦ୍ୟାଳୟ ରୁ ସମସ୍ତ ଛାତ୍ରୀ ଛାତ୍ର ମାନେ ଭୟ ରେ ବାହାର କୁ ପଳାଇ ଯାଇଥିଲେ l ଅଳ୍