ଦେବଗଡ: ସୁନାମୁଣ୍ଡା ଜଙ୍ଗଲରେ ଚାଲିଥିବା କୁକୁଡା ଲଢେଇ ଏବଂ ଜୁଆ ଆଡ୍ଡା ଉପରେ ପୋଲିସର ଚଢଉ; ବୋଲେରୋ ଏବଂ ବୁଲେଟ ଜବତ, ୩ ଗିରଫ
Debagarh, Debagarh (Deogarh) | Aug 24, 2025
ଦେବଗଡ ଥାନା ଅନ୍ତର୍ଗତ ସୁନାମୁଣ୍ଡା ନିକଟ ଜଙ୍ଗଲ ମଧ୍ୟରେ ଚାଲିଥିବା ଏକ ବେଆଇନ କୁକୁଡା ଲଢେଇ ଏବଂ ଜୁଆ ଆଡ୍ଡା ଉପରେ ପୋଲିସ ଆଜି ସନ୍ଧ୍ୟାରେ...