ଆଇଏଏସ୍ ଅଧିକାରୀଙ୍କ ଦଳ ଗୁରୁବାର ବାରିପଦା ଗସ୍ତରେ ଆସିଥିବା ବେଳେ ଦିନ ପ୍ରାୟ ୧୨ ଟାରେ ଦେବେନ୍ଦ୍ରପୁର ବସ୍ତି ୱାର୍ଡ ନମ୍ବର-୨୫ ପରିଦର୍ଶନ କରିଛନ୍ତି। ଏଠାରେ ଚାଲୁ ରହିଥିବା ସଫେଇ କାର୍ଯ୍ୟ ଓ ବର୍ଜ୍ୟ ବସ୍ତୁ ପରିଚାଳନା ଏବଂ ସହରାଞ୍ଚଳ ଜୀବିକା ଉଦ୍ୟୋଗରେ ସମ୍ପ୍ରଦାୟର ଅଂଶ ଗ୍ରହଣ କିଭଳି ଚାଲୁ ରହିଛି ସେନେଇ ପଚାରି ବୁଝିଥିଲେ।