ଲୋକ ମହୋତ୍ସବ ଉପଲକ୍ଷ୍ୟ ଭୀମ ଭୋଇ କଲେଜରେ ଆଲୋଚନା ଚକ୍ର ମଙ୍ଗଳବାର ସ୍ଥାନୀୟ ଭୀମ ଭୋଇ ମହାବିଦ୍ୟାଳୟରେ ଭୀମ ଭୋଇ ଲୋକ ମହୋତ୍ସବ, ରେଢାଖୋଲ – ୨୦୨୬ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରେଢାଖୋଲର ଐତିହ୍ୟ , ସଂସ୍କୃତି, ଲୋକକଳା, ଲୋକ କଥା ଏବଂ ସନ୍ଥ କବି ଭୀମ ଭୋଇ ” ଶୀର୍ଷକ ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୃଷ୍ଣ ପାଢୀ ଅଧ୍ୟକ୍ଷତା କରିଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ ପ୍ରଧାନ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବରାମ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଷୟ ବିଶଷଜ୍ଞ ଭାବରେ