ସୁକିନ୍ଦା: କୋଇଲ ଗ୍ରାମ ପାଖ ପାହାଡ଼ ଝରଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାର ନିକଟରେ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ
Sukinda, Jajpur | Aug 24, 2025
ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତର କାଞ୍ଜିଆପାଳ ଗାଁର ଶମ୍ଭୁ ପ୍ରଧାନ ଓ ବନ୍ଧଗାଁ ପଞ୍ଚାୟତ କୋଇଲ ଗ୍ରାମର ଇଂ. ମାନସ ମହାନ୍ତ ଏହି...