ଆନନ୍ଦପୁର: କଳିଗାଁ ରେ ବିଜେପିର ମିଶ୍ରଣ ପର୍ବ ସାମିଲ ହେଲେ ଶତାଧିଜ ଭିନ୍ନ ଦଳର କର୍ମୀ
ଆନନ୍ଦପୁର ଉପଖଣ୍ଡ କଳିଗାଁ ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଆଜି ଅପରାହ୍ନ ୪ଟା ବେଳେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଶତାଧିକ ଭିନ୍ନ ଦଳର କର୍ମୀ ବିଜେପିରେ ସାମିଲ ହୋଇଥିଲେ। ଏଥିରେ ବିଜେପିର ଜିଲ୍ଲା ସଭାପତିଙ୍କ ସମେତ ଅନେକ କର୍ମକର୍ତ୍ତା ଯୋଗଦେଇଥିଲେ।