ବାଲିଗୁଡା ଥାନା ଅଞ୍ଚଳର ଦଣ୍ଗପଦର ପେଟ୍ରଲପମ୍ପ ପାଖରେ ଏକ କାର୍ ଦୁର୍ଘଟଣା ଚାଳକ ସାମାନ୍ୟ ଆଘାତ ଲାଗିଥିବା ନେଇ ସୁଚନା ମିଳିଛି, ସୁଚନା ମୁତାବକ, ଭୁବନେଶ୍ୱର କିଛି ବିଜେପି ନେତା ନୁଆପଡା କୁ ପ୍ରଚାର କରିବାକୁ ଆସୁଥିବା ସମୟରେ ରବିବାର ଦିନ 11ଘଣ୍ଟିକା ରେ ବାଲିଗୁଡା ଦଣ୍ଡପଦର ଠାରେ ଏହି ଦୁର୍ଘଟଣା ହଇଥିଲା, କାର ଟି ବ୍ଯାପକ କ୍ଷୟକ୍ଷତି ଘଟଛି, ପରେ ଅନ୍ୟ ଏକ କାର ଭଡା କରି ନୁଆପଡା କୁ ଯାଇଥିବା ନେଇ ସୁଚନା ମିଳିଛି ଏହାକୁ ନେଇ ଥାନା ରୣ ଏକ କେସ ଡାଇରି ହଇଥିବା ନେଇ ସୁଚନା ମିଳିଛି [02/11, 8:54 pm] qhour: ବାଲିଗୁଡା ଦଣ୍ଡପଦର ଦଣ୍ଡ କମିଟି