ପଟ୍ଟାଙ୍ଗୀ: ନନ୍ଦପୁର ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ
ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଆଜି ନନ୍ଦପୁର ହାଇସ୍କୁଲ ଖେଳ ପଡ଼ିଆ ଠାରେ ଆୟୋଜିତ ହୋଇଯାଇଥିବା ଦିନ ୩ଟା ସମୟରେ ଦେଖିବାକୁ ମିଳିଛି। ଏହି ମେଳାରେ ଅଞ୍ଚଳର ୪୫୦ ରୁ ଅଧିକ ମତ୍ସ୍ୟ ଚାଷୀ, ପଶୁପାଳକ ଓ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।