ପୁରୀ ମ୍ୟୁନିସିପାଲଟି: ଆଇନର ଧଜୀୟା ଉଡାଉଛନ୍ତି ସାଂସଦ ସମ୍ବିତ ପାତ୍ର, କାଯ୍ୟଳୟରେ ପ୍ରତିକ୍ରିୟା ଦେଲେ ଆପର ଜିଲ୍ଲା ସଭାପତି l
Puri M, Puri | Oct 7, 2025 ପୁରୀ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଇପଡ଼ିଲାଣି. ପୁରୀ ଭଳି ପବିତ୍ର ଯାଗାରେ ବର୍ତମାନ ଅପରାଧ ବଢ଼ି ବଢ଼ି ଗଲାଣି l ସବୁଠୁ ବଡ଼ କଥା ହେଲା ପୁରୀର ସାଂସଦ ସମ୍ବିତ ପାତ୍ର ନିଜେ ଅପରାଧୀ ଙ୍କ ସହ ଫୋଟୋ ଉଠେଇ ନିଜ ସୋସିଆଲ ମିଡ଼ିଆ ହାଣ୍ଡେଲ ରେ ପକାଉଛନ୍ତି lସେ ପରା ମୋଦୀ ଜିଙ୍କ ପୋଷ୍ଟ ମ୍ୟାନ ଥିଲେ, ମୋଦୀ ଜି ଙ୍କ ପୋଷ୍ଟ ମ୍ୟାନ ଏବେ ଅପରାଧୀ ଙ୍କ ଚିଠି ନେଇ ବାଣ୍ଟୁଛନ୍ତି l ଭାଗିରଥି ପ୍ରଧାନ ନାମରେ ଥିବା ଯୋଉ ବ୍ୟକ୍ତି ଯେ କି ହତ୍ୟା, ଲୁଣ୍ଠନ, ବାଲି ମାଫିଆ, ଭଳି ଅପରାଧ ସହ ଜଡିତ, ସେଇଭଳି ବ୍ୟକ୍ତି ସହ ସାଂସଦ ନିଜେ ଫୋଟୋ ଉଠେଇ ସମସ୍ତଙ୍କୁ ଜଣେଇବା ର ମାନେ କଣ?