ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲା । ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଜାମିନ ଆବେଦନ ପାଇଁ କଲେ ଆବେଦନ । ବ୍ରହ୍ମପୁର ତୃତୀୟ ଅତିରିକ୍ତ ଦୌରାଜଜ କରିଥିଲେ ଜାମିନ ଆବେଦନ ଖାରଜ । ଶୁକ୍ରବାର ଅପରାହ୍ନରେ ବିକ୍ରମଙ୍କ ପକ୍ଷରୁ ହାଇକୋର୍ଟରେ ଜାମିନ୍ ଆବେଦନ କରାଯାଇଥିବା ସୂଚନା ମିଳିଛି।