ସୁନ୍ଦରଗଡ ସହର: ସୁନ୍ଦରଗଡ଼ ଏକ୍ସସାଇଜ ଷ୍ଟେସନର ଘଏଣ୍ଟ ବୁଡ଼ରେ ଅବକାରୀ ଚଢାଉ, ୧୫ ଲିଟର ମଦ ସହ ଜଣେ ଅଭିଯୁକ୍ତ ଗିରଫ
Sundargarh Town, Sundargarh | Jul 19, 2025
ଆଜି 19ଜୁଲାଇ ଶନିବାର ପୂର୍ବାହ୍ନ 11: 25 ରୁ 1:30 ପର୍ଯ୍ୟନ୍ତ ଚାଲିଥିଲା ଏହି ଚଢାଉ। ସୁନ୍ଦରଗଡ଼ ଏକ୍ସସାଇଜ ଷ୍ଟେସନ ଓଆଇସି ଓ ତାଙ୍କ ଟିମ୍...