ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଗେର୍ଡା ପଞ୍ଚାୟତ କାର୍ଯ୍ୟ ଳୟରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ମଙ୍ଗଳବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସ୍ଥାନୀୟ ବିଡ଼ିଓ ସୁମନ ମିଞ ଯୋଗ ଦେଇ ଲୋକ ଙ୍କ ଅଭିଯୋଗ ଗ୍ରହଣ କରି ଶୁଣାଣୀ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଙ୍କ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହିଥିଲେ