ସୁବର୍ଣ୍ଣପୁର ଜିଲ୍ଲାର କୋଣ ଅନୁକୋଣରେ ବିଦିତ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ପବିତ୍ର ଶିଶୁ ଦିବସ ଉତ୍ସବ ପାରିପାଳିତ ହୋଇ ଯାଇଅଛି | ଏହି ଉତ୍ସବରେ କୃଷିବିଜ୍ଞାନ ଅଧିକାରୀ ମାନନୀୟ ଶ୍ରୀଯୁକ୍ତ ବିଶ୍ୱରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିବା ସହିତ ଜୀବନରେ ଜାଣେ ଦକ୍ଷ ଓ ସୁମଣିଷ ହେବାର ବାର୍ତ୍ତା ପ୍ରଦାନ କରିଥିଲେ | ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପରମା ନାଏକ ଅତିଥିଙ୍କ ଉଦ୍ଧେଶ୍ୟରେ ସ୍ୱାଗତ କରିବା ସହ ସଭାର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ |