ବାଲିିଅନ୍ତା: ଶିଶିଲୋ ରାସ୍ତାରେ ଭରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଇ କାର ଦୁର୍ଘଟଣାଗ୍ରସ୍ତ
ଭରସାମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେଲା କାର ।ବୁଧବାର ଅପରାହ୍ନ ୪ଟା ସମୟରେ ଏକ କାର ବାଲିପାଟଣା ରୁ ବାଳକାଟୀ ଯିବାସମୟରେ ଶିଶିଲୋ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯାଇଥିଲା।ଏଥିରେ ଡ୍ରାଇଭର ଜଣଙ୍କ ସାମାନ୍ୟ ଭାବରେ ଆହତ ହୋଇଛନ୍ତି। ତାଙ୍କୁ ଆଶୁ ରୋଗ ଚିକିତ୍ସା ନିମନ୍ତେ ସ୍ଥାନୀୟ ବାଳକାଟୀଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ।