କଟକ ପୌରାଞ୍ଚଳ: ଏକ ଡାଲା ଅଟୋରେ ଅମାନୁଷିକ ଭାବରେ ଗୋରୁ ଚାଲାଣ କରୁଥିବା ଜଣେ ଅଟୋ ଚାଳକକୁ ଟାଙ୍ଗୀ ଅଞ୍ଚଳରୁ ପୁଲିସ ଗିରଫ କରିଛି।
Cuttack M Corp PS, Cuttack | Aug 25, 2025
ଏକ ଡାଲା ଅଟୋରେ ଅମାନୁଷିକ ଭାବରେ ଗୋରୁ ଚାଲାଣ କରୁଥିବା ଜଣେ ଅଟୋ ଚାଳକକୁ ସୋମବାର ସନ୍ଧ୍ୟା ୬ଟାରେ ଟାଙ୍ଗୀ ପୁଲିସ ଗିରଫ କରିଛି। ଗିରଫ...