ଫୁଲବାଣୀ ସହର: ଶଙ୍କରାଖଲ ଠାରେ ଚକାପାଦ ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଠାରେଜାତୀୟ ସେବା ଯୋଜନା ତରଫରୁ ଶିତ କାଳୀନ ସ୍ବତନ୍ତ୍ର ଶିବିର ଅଧ
ଚକାପାଦ ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଶିତ କାଳୀନ ସ୍ବତନ୍ତ୍ର ଶିବିର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ୱ ରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ଟି ରବିବାର ଦିନ 11ଘଣ୍ଟିକା ରେ ଅନୁଷ୍ଠିତ ହଇଥିବା ବେଳେ ମୁଖ୍ୟ ଅତିଥ୍ ଭାବେ ଟିକାବାଲି କଲେଜର ଅଧ୍ୟକ୍ଷ ତଥା ପୂର୍ବତନ ପୂର୍ବତନ ଜାତୀୟ ସେବା ଯୋଜନାର କନ୍ଧମାଳ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଦୀନବନ୍ଧୁ ମହାନ୍ତି ଯୋଗ ଯୋଗଦେଇ ଜାତୀୟ ସେବା ଯୋଜନାର ଲକ୍ଷ ଓ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡଃ ବାବୁଲା ପାଟଜୋଶୀ . ଶିବରା