ଛତ୍ରପୁର: ଲାଞ୍ଜୀପଲ୍ଲୀ ରାମ ନଗର ରେଲୱେ ଧାରଣାରେ ଗୁରୁତର ଆହତ ଷଣ୍ଢକୁ ଉଧାର କରି ପଶୁ ଚିକିତ୍ସା କେନ୍ଦ୍ରରେ ପହଞ୍ଚାଇଲେ ଅଗ୍ନିଶମ କର୍ମଚାରୀ
ଲାଞ୍ଜୀପଲ୍ଲୀ ରାମ ନଗର ରେଲୱେ ଧାରଣାରେ ଗୁରୁତର ଆହତ ହୋଇଥିବା ଷଣ୍ଢକୁ ଉଧାର କରିଛି ଅଗ୍ନିଶମ ବିଭାଗ। ରବିବାର ଅପରାହ୍ନରେ ରେଳ ଧକ୍କାରେ ଗୁରୁତର ଅବସ୍ଥାରେ ଥିବା ଷଣ୍ଢକୁ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ପ୍ରାଣୀ ଚିକିତ୍ସାଳୟକୁ ନେଇଥିବା ସୂଚନା ମିଳିଛି।