ବୌଦ୍ଧ ସଦର: ଆସନ୍ତାକାଲି ସକାଳ ୮.୩୦ ପଯ୍ୟନ୍ତ ଜିଲ୍ଲାକୁ ୩୦ରୁ ୪୦କିମି ବେଗରେ ପବନ ଓ଼ ବିଜୁଳି ସହିତ ଘଡଘଡି ହେବା ନେଇ ଏଲୋ ୱାରନିଙ୍ଗ ଜାରି
Baudh Sadar, Boudh (Bauda) | Aug 25, 2025
ଓଡ଼ିଶାରେ କିଛିଦିନ ହେବ ଜୋର ପବନ ଓ଼ ବିଜୁଳି ସହିତ ଘଡଘଡ଼ି ଲାଗିରହିଥିବା ବେଳେ l ବୌଦ୍ଧ ଜିଲ୍ଲାରେ ଆସନ୍ତାକାଲୀ ୨୬ତାରିଖ ମଙ୍ଗଳବାର ସକାଳ...