ବାଲିଗୁଡା ସହରେ ଟାକ୍ଟର ସଂଙ୍ଘ ପକ୍ଷରୁ ଅନଦିଷ୍ଠ କାଳ ପଯ୍ୟନ୍ତ ବନ୍ଦ ଡାକରା ଦେଇଛି ମାପାଟ୍ଟଖଣ୍ଡା ଟାକ୍ଟର ୟୂନିୟନ ସଂଙ୍ଘ, ଏହି ବନ୍ଦ ରବିବାର ଦିନ ଠାରୁ ପାଳନ କରାଯାଇଛି, ଗତକାଲି ମାଇନିଂ ଆସି ଗଟାଏ ଟାକ୍ଟର କୁ 2ଲକ୍ଷ ଫାଇନ ପକାଇବା ପରେ ଏହାର ପ୍ରତିବାଦ ରେ ଏହି ବନ୍ଦ ଡାକରା ଦେଇଛି ସଂଙ୍ଘ, ତେବେ ଚାଷ କାମ ଛଡା ଅନ୍ୟ କୈଣସି ନିର୍ମାଣଧିନ କାଯ୍ୟକ୍ରମ ନ କରିବାକୁ ନିଷ୍ପିତି ନିଯାଇଛି, ବିଶେଷ ସୁତ୍ର ରୁ ଶୁଣିବାକୁ ମିଳୁଛି ନନ୍ ଅଫିସିଆଲି ମିଳୁଛି ମାଇନିଂ ବାଲା ମାସିକ 2ଲକ୍ଷ 50ହଜାର ଏବଂ ପୂଲିସ 1ଲକ୍ଷ ଚାନ୍ଦା ନେଉଛନ୍ତି, ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ପୁଣିଥରେ ଟାକ