ଫୁଲବାଣୀ ସହର: ସଲାଗୁଡ଼ା,ସେବାଶ୍ରମ ବିଦ୍ୟାଳୟ ର ପ୍ରାୟ ୮ ଜଣ ଛାତ୍ର ପରସ୍ପର ଆଖିରେ ଫେବିକ୍ୱିକ ଅଠା ପକାଇବା ଘଟଣା, ବିଧାୟକ ମେଡିକାଲ ରେ ଭେଟିଲେ
Phulabani Town, Kandhamal | Sep 12, 2025
ଆଜି ସଲାଗୁଡ଼ା,ସେବାଶ୍ରମ ବିଦ୍ୟାଳୟ ର ପ୍ରାୟ ୮ ଜଣ ଛାତ୍ର ଅସାବଧାନତା ଯୋଗୁଁ ପରସ୍ପର ଆଖିରେ ଫେବିକ୍ୱିକ ଅଠା ପକାଇ ଦେଇଥିବା ଫଳରେ ଯନ୍ତ୍ରଣା...