ନବରଙ୍ଗପୁର ପୋଲିସ ଷ୍ଟେସନ: କୋଷାଗୁମୁଡ଼ା ଡାକ୍ତରଖାନାରେ ଜଣେ ଯୁବତୀଙ୍କୁ ଧର୍ଷଣ ପରେ ଜବରଦସ୍ତ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ
Nabarangapur PS, Nabarangpur | Aug 3, 2025
ଯୁବତୀ ଙ୍କୁ ବିଷ ପିଆଇ ଓ ପରେ ଗଳା ଚିପି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ଠାରେ ଯୁବତୀ...