ବାଲିଗୁଡା: ବାଲିଗୁଡା SDPO ଙ୍କ କାଯ୍ୟାଳୟ ସମ୍ମୁଖରେ ଏକ କାର କୁ ପଛପଟେ ପିଟିଲା ସ୍କୁଟି, ଅଳ୍ପକେ ଧନଜିବନ ନଷ୍ଟ ହେବାରୁ ବଞ୍ଚିତ ହେଲା,
ବାଲିଗୁଡା SDPO ଙ୍କ କାଯ୍ୟାଳୟ ସମ୍ମୁଖରେ ଏକ କାର କୁ ପଛପଟେ ପିଟିଲା ସ୍କୁଟି, ଅଳ୍ପକେ ଧନଜିବନ ନଷ୍ଟ ହେବାରୁ ବଞ୍ଚିତ ହେଲା, ଏହି ଦୁର୍ଘଟଣା ଟି ବୁଧବାର ଅପରାହ୍ନ 4ଘଣ୍ଟିକା ସମୟରେ ହଇଥିବା ବେଳେ, ଆଗରେ କାରଟି ଯାଉଥିବା ବେଳେ ଏକ ଯୁବକ ନିଜ ମବାଇଲକୁ ଦେଖି ଦେଖି କାର କୁ ଧକ୍କା କରିଥିଲେ, କିନ୍ତୁ ଦୁର ଘଟଣା ରେ ସ୍କୁଟି ଚାଳକ ସାଧାରଣ ଆହତ ହଇଥିବା ଦେଖିବାକୁ ମିଳିଛି,