ଭାରତ ସରକାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ NQASଟମ୍ ବିଭିନ୍ନ ଅଞ୍ଚଳର କୁ ପରିଦର୍ଶନ କରିଛନ୍ତି, ଏହି ଗସ୍ତ ଟି ଦୁଇ ଦିନିଆ ହଇଥିବା ବେଳେ ବୁଧବାର ଦିନ 11ଘଣ୍ଟିକା ରେ ବେଲପଦର ଆରଗ୍ୟ ଆୟୁସ୍ମାନ ମନ୍ଦିର ପରିଦର୍ଶନ କରିବାସ , ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଗର୍ଭ ଅବସ୍ତା, ଏବଂ ପ୍ରସବ ସମୟରେ ଯତ୍ନ, ନବଜାତ ଶିଶୁ ସ୍ୱାସ୍ଥ୍ୟ ସେବା, ଅଣସଂକ୍ରମଣ ରଗ,ମାନଶିକ ରଗି, ବୟସ୍କ ଲକଙ୍କ ସ୍ୱାସ୍ଥ୍ୟ ସେବା,ଜରୁରୀ କାଳିନ ସେବା ଉପରେ ସମିକ୍ଷା କରିଛନ୍ତି,