ଜି ଉଦୟଗିରି: ବର୍ଷା ଯୋଗୁଁ କଳିଙ୍ଗା ଘାଟିର ଭୁ ସ୍ପଳନ ସ୍ଥାନ ପାହାଡ଼ ଉପରେ ଥିବା ପଥର କୁ ହଟାଇବାର ପ୍ରଣାଳୀ କହିଲେ
ବର୍ଷା ଯୋଗୁଁ କଳିଙ୍ଗା ଘାଟିର ଭୁ ସ୍ପଳନ ନଷ୍ଟ ହୋଇଥିବା ସ୍ଥାନକୁ ମରାମତି ଚାଲିବା ସହ ନୂତନ କାମ ଆରମ୍ଭ ହୋଇଅଛି।ବିଶେଷ କରି ପାହାଡ ଉପରେ ଥିବା ବଡ଼ ବଡ଼ ପଥର କୁ ହଟାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଅଛି ।ପଥର କୁ ହଟାଇବା ପାଇଁ ଏକ ଦଶ ଜଣିଆ ଟିମ୍ ପାହାଡ ଉପର କୁ ଦଉଡ଼ି ସାହାଯ୍ୟରେ ଯାଇ ଏହାର ସମୀକ୍ଷା କରିଥିଲେ।ଏହି ବଡ ବଡ ପଥର କୁ ଡ୍ରିଲ କରାଯିବ ଏବଂ ଦିନାମାଇଟ ଦେଇ ପଥର କୁ ବ୍ଲାଷ୍ଟ କରାଯିବ।ପଥର କୁ ଛୋଟ ଛୋଟ କରି ପାହାଡ ଉପର କୁ ତଳକୁ ଖସାଜିବ।କାଳେ ସିମେଣ୍ଟ ରାସ୍ତା ଖରାପ ହେବ ସେଥି ପାଇଁ ରାସ୍ତା ଉପରେ ବାଲି ଆଖ ରଖାଯିବ ବୋଲି ଜାତୀୟ ରାଜପଥ ଅଧିକାରୀ