ସୁନ୍ଦରଗଡ ସହର: ଦଲକି ଝରନରେ ଅବକାରୀ ବିଭାଗ ଓ ପୋଲିସ ଯୁଗ୍ମ ଚଢାଉ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିପୁଳ ପରିମାଣର ମହୁଆ ପୋଚ ଓ ମଦ ନଷ୍ଟ
Sundargarh Town, Sundargarh | Jul 23, 2025
ଆଜି ଜୁଲାଇ ମାସ 23 ତାରିଖ ବୁଧବାର ସକାଳ 5:30 ରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ମିଳିତ ଚଢ଼ାଉ। ଚଢାଉ ଲେଫ୍ରିପଡ଼ା ତହସିଲଦାର ତଥା...