ପାଟଣାଗଡ: ଏଚପି ପେଟ୍ରୋଲ ପମ୍ପ ନିକଟରୁ ୧୦ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କଲା ଖପ୍ରାଖୋଳ ପୋଲିସ
ଖପ୍ରାଖୋଳ ପୋଲିସସୋମବାର ପୂର୍ବାହ୍ନରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏଚ ପି ପେଟ୍ରୋଲ ପମ୍ପ ନିକଟରେ ଏକ ବଲୋରୋ ଗାଡ଼ିରେ ୧୦ଜଣ ଶ୍ରମିକ ବେଆଇନ ଭାବେ ବାହାର ରାଜ୍ୟ କୁ ଯାଉଥିବିର ଜାଣି କାଗଜପତ୍ର ଯାଞ୍ଚ କରିଥିଲେ । ପୋଲିସ ବେଆଇନ ବାହାର କୁ ଯାଉଥିବା ଶ୍ରମିକ ଙ୍କୁ ଉଦ୍ଧାର କରି ଏଥିରେ ସପୃକ୍ତ ଥିବା ଦାଦନ ସର୍ଦ୍ଦାର କୁ ଗିରଫ କରିଥିବା ପୋଲିସ ପ୍ରକାଶ କରିଛନ୍ତି ।